40.1 C
Bhubaneswar
Tuesday, April 30, 2024
Homeଅପରାଧଚମ୍ପୁଆରେ ଡବଲ ମର୍ଡର : ମା’ ଓ ଝିଅକୁ ହତ୍ୟା

ଚମ୍ପୁଆରେ ଡବଲ ମର୍ଡର : ମା’ ଓ ଝିଅକୁ ହତ୍ୟା

କେନ୍ଦୁଝର : ଶୋଇଥିବା ଅବସ୍ଥାରେ ମା’ ଓ ୭ବର୍ଷର ଝିଅକୁ ହତ୍ୟା । ମା’ ପାଖରେ ଶୋଇଥିବା ୫ବର୍ଷର ପୁଅ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଶଙ୍କରପୁର ଗାଁ’ ଧଳାଡ଼ିହି ସାହିରେ । ହେଲେ ବର୍ତ୍ତମାନ ସୁଦ୍ଧା ବି ହତ୍ୟାର କାରଣ ଜଣାପଡ଼ି ନାହିଁ । କେଉଁ କାରଣରୁ ମା’ ଓ ଝିଅକୁ ହତ୍ୟା କରାଯାଇଛି । ଘଟଣାରସ୍ଥଳରେ ଚମ୍ପୁଆ ପୁଲିସ ପହଞ୍ôଚ ଉମୟ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଛାନ୍‌ଭିନ୍ ଆରମ୍ଭ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking