33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଏୟାର ଇଣ୍ଡିଆ ବିମାନ କ୍ରାସ ଘଟଣା, ମୃତ୍ୟୁ ସଂଖ୍ୟା ୧୯ କୁ ବୃଦ୍ଧି

ଏୟାର ଇଣ୍ଡିଆ ବିମାନ କ୍ରାସ ଘଟଣା, ମୃତ୍ୟୁ ସଂଖ୍ୟା ୧୯ କୁ ବୃଦ୍ଧି

ନୂଆଦିଲ୍ଲୀ: କେରଳରେ ଗତକାଲି ଏୟାର ଇଣ୍ଡିଆ ବିମାନର କ୍ରାସ ଲ୍ୟାଣ୍ଡିଂ ହୋଇଥିଲା । ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୧୭ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ବିମାନରେ ଥିବା ୧୨୧ ଯାତ୍ରୀ ଆହତ ହୋଇଛନ୍ତି ଓ ୧୫ଜଣ ଗୁରୁତର ଆହତ ହୋଇଛନ୍ତି । ଦୁବାଇରୁ ୧୯୧ ଯାତ୍ରୀଙ୍କୁ ନେଇ କୋଝିକୋଡ଼ ବିମାନଟି ଆସୁଥିଲା । ବନ୍ଦେ ଭାରତ ମିସନରେ ପ୍ରବାସୀଙ୍କୁ ନେଇ ବିମାନଟି ଆସୁଥିଲା । ଏହି ଦୁର୍ଘଟଣାରେ ଦୁଇ ଫାଳ ହୋଇଯାଇଛି ଏୟାର ଇଣ୍ଡିଆ ବିମାନ । ସେହି ଘଟଣାସ୍ଥଳରେ ହିଁ ଡ଼ିଜିସିଏ, ଏଏଆଇବି ଓ ଏୟାର ଇଣ୍ଡିଆ ଟିମର ତଦନ୍ତ ଆରମ୍ଭ ହୋଇଛି ।
ଅନ୍ୟପଟେ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ସୂତ୍ରରୁ ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking