34.1 C
Bhubaneswar
Thursday, May 9, 2024
Homeଓଡିଶାବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ ମୃତ

ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ ମୃତ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ପିପିଲି ଦାଣ୍ଡମୁକୁନ୍ଦପୁର ବାହାବଜାରେ ବ୍ରଜପାତରେ ମହିଳାଙ୍କ ମୃତ୍ୟୁ ହୋଇଛି । ବଣାଇ ଘୋଷରା ଗାଁରେ ଚାଷ କାମ ବେଳେ ବଜ୍ରପାତରେ ନାବାଳିକା ମୃତ । ଆନନ୍ଦପୁର ହାଟଡିହିରେ ବିଲ କାମବେଳେ ବଜ୍ରବାତରେ ଚାଷୀଙ୍କ ମୃତ୍ୟୁ । ଚିଲିକା ମଝିରେ କଳିଯୁଗେଶ୍ୱର ପାହାଡ ନିକଟେୀ ବାପା ପୁଅଙ୍କ ମୃତ୍ୟୁ । ଡଙ୍ଗାରେ ମାଛ ଧରିଲାବେଳେ ବଜ୍ରପାତରେ ଚାଲିଗଲା ଉଭୟଙ୍କ ଜୀବନ ।

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଶେଷ ଦିନରେ ବର୍ଷାଙ୍କୁ ୪ ଘଣ୍ଟା ଜେରା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking