29.1 C
Bhubaneswar
Wednesday, May 1, 2024
Homeଓଡିଶା୫ଟି ନାଁରେ ୪୦ ହଜାର କୋଟିର ଦୁର୍ନୀତି : ଅନିଲ ବିଶ୍ୱଳ

୫ଟି ନାଁରେ ୪୦ ହଜାର କୋଟିର ଦୁର୍ନୀତି : ଅନିଲ ବିଶ୍ୱଳ

ଭୁବନେଶ୍ୱର : ୫ଟିକୁ ବିଜେପିର ଟାର୍ଗେଟ ; ଅଭିଯୋଗ ଆଣିଲେ ମୁଖପାତ୍ର ଅନିଲ ବିଶ୍ୱଳ । ବିଜେଡି ପ୍ରଚାର ପାଇଁ ବ୍ୟବହାର କରୁଥିବା ୫ଟି ମିସିଙ୍ଗ ଅଭିଯୋଗ । ୫ଟି ପ୍ରଚାର ପାଇଁ ଖର୍ଚ୍ଚ ହୋଇଥିବା ୫୦୦ କୋଟି ଆଦାୟ କରାଯାଉ । ୫ଟି ନାଁରେ ୪୦ ହଜାର କୋଟିର ଦୁର୍ନୀତି ହୋଇଛି । ଆଚରଣବିଧି ଲାଗୁ ପରେ ବି ସିଏମ୍ ତାଲିକାରେ ଥିଲେ ୫ଟି ଅଧ୍ୟକ୍ଷ । ଏହାଦ୍ୱାରା ମୁଖ୍ୟମନ୍ତ୍ରୀ ଆଦର୍ଶ ଆଚରମବିଧି ଉଲ୍ଲଘଂନ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବା ଉଚିତ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking