39.1 C
Bhubaneswar
Friday, April 26, 2024
Homeଅପରାଧ୪୬ ଦାଗୀ ଅପରାଧି ଗିରଫ

୪୬ ଦାଗୀ ଅପରାଧି ଗିରଫ

କଟକ : ଦଶହରା ପାଇଁ କଟକ କମିଶନରେଟ୍ ପୋଲିସ୍ର ସ୍ପେଶାଲ ଡ୍ରାଇଭ । ପୁରୁଣା ୱାରେଣ୍ଟ୍‌ରେ ୧୧୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଅଭ୍ୟାସଗତ ଅପରାଧୀ ଭାବେ ଆଇପିସି ଧାରା ୧୧୦ରେ ଏହି ୪୬ଜଣ ଗିରଫ ହୋଇଛନ୍ତି । ଏମାନଙ୍କ ବିରୁଦ୍ଧରେ ୬୬ଟି ଅବକାରୀ ମାମଲା ମଧ୍ୟ ରୁଜୁ କରିଛି କମିଶନରେଟ ପୋଲିସ । ରାଜ୍ୟରେ ଗୋଟିଏ ପଟେ କରୋନା ପାଇଁ ଅର୍ଥନିତୀ ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିବା ବେଳେ ଏବେ ଚୋରି ଡକାୟତି ପରି ଅପରାଧିକ ମାମଲା ବଢି ଚାଲିଛି । ଏବେ ଆଗକୁ ଆସୁଛି ପାର୍ବଣ ଋତୁ । ପାର୍ବଣ ଋତୁରେ କଟକ- ଭୁବନେଶ୍ୱରରେ ଅପରାଧିକ ମାମଲା ଉପରେ ନିୟନ୍ତ୍ରଣ ରଖିବାକୁ ଏପରି ସ୍ୱେଶାଲ ଡ୍ରାଇଭ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking