27.8 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗଭୁବନେଶ୍ୱରରେ ଆଜି ୩୪୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱରରେ ଆଜି ୩୪୯ ପଜିଟିଭ ଚିହ୍ନଟ

ଭୁବେନଶ୍ୱର: ଭୁବନେଶ୍ୱର ମହାନଗର ଅଂଚଳରେ ଆଜି ଆଉ ୩୪୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେସ ୧୨୦ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ ୨୨୯ ରହିଛି । ନୟାପଲ୍ଲୀରୁ ୨୦ ରହିଥିବା ବେଳେ ରସୁଲଗଡରୁ ୧୨, ୟୁନିଟ-୮ରୁ ୧୨ ଚିହ୍ନଟ ହୋଇଛନ୍ତି । ସହିଦନଗରରୁ ୧୧ ଚିହ୍ନଟ ହେବା ସହ ପଂଚସଖା ନଗରରୁ ୧୧, ପଟିଆରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ମଂଚେଶ୍ୱରରୁ ୭, ଶୈଳଶ୍ରୀ ବିହାରରୁ ୭, ୟୁନିଟ-୮ରୁ ୭ଟି ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ଚନ୍ଦ୍ରଶେଖରପୁରରୁ ୬, ପାତ୍ରପଡାରୁ ୬, ୟୁନିଟ-୯ରୁ ୬ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking