29.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗମଧୁମେହ ରୋଗୀଙ୍କୁ କରୋନା ପରାମର୍ଶ

ମଧୁମେହ ରୋଗୀଙ୍କୁ କରୋନା ପରାମର୍ଶ

ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କୁ ଡାକ୍ତର ଅନୁଜ ବଳିୟାରସିଂ ପରାମର୍ସ ଦେଇଛନ୍ତି । ସଂକ୍ରମଣ ଭୟ ଉଭୟ ସାଧାରଣ ରୋଗୀ ଓ ମଧୁମେହ ରୋଗୀଙ୍କ ପାଇଁ ସମାନ ବୋଲି ସେ କହିଛନ୍ତି । କିନ୍ତୁ ଡାଇବେଟିସ ନିୟନ୍ତ୍ରଣ ନଥିଲେ କରୋନା ସଂକ୍ରମଣ ସମ୍ଭାବନା ଅଧିକ ରହିଛି । କରୋନା ଆକ୍ରାନ୍ତ ଡାଇବେଟିସ ରୋଗୀ ସୁଗାର ନିୟନ୍ତ୍ରଣରେ ରଖିବା ଜରୁରୀ । ଯଦି ସଂକ୍ରମିତ ହୁଏ ତେବେ ସୁଗାର, ବିପି ନିୟନ୍ତ୍ରଣରେ ଅଛି କି ନାହିଁ ଦେଖିବା ଜରୁରୀ । ସୁଗାର ଓ ବିପି ନିୟନ୍ତ୍ରଣରେ ଥିଲେ ହୋମ୍ ଆଇସୋଲେସନରେ ରହିପାରିବେ । କରୋନା ଆକ୍ରାନ୍ତ ଯୋଗୁଁ ମାନସିକ ଚାପ ବଢୁଥିବାରୁ ସୁଗାର ବଢିପାରେ । କରୋନା ଆକ୍ରାନ୍ତ ଡାଇବେଟିସ ରୋଗୀ ଇନସୁଲିନ ନେବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking