40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକୃଷି ଆଇନକୁ ଟାର୍ଗେଟ କଲେ ଦିଗବିଜୟ

କୃଷି ଆଇନକୁ ଟାର୍ଗେଟ କଲେ ଦିଗବିଜୟ

ଭୁବନେଶ୍ୱର:ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରର ନୂଆ କୃଷି ଆଇନକୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ପ୍ରେସ୍‌ମିଟ୍‌ । ଏନେଇ ଦିଗ୍‌ବିଜୟ ସିଂହ କହିଛନ୍ତି ଯେ, ‘କେନ୍ଦ୍ରର ନୂଆ କୃଷି ଆଇନ ସଂପର୍କରେ ଦିଗ୍‌ବିଜୟଙ୍କ ପ୍ରତିକ୍ରିୟା । ନୂଆ ଆଇନରେ MSP ରଖିବାକୁ କେନ୍ଦ୍ର ସରକାର ଚାହୁଁନାହାନ୍ତି । ଯଦି ଚାହୁଁଛନ୍ତି, ତାହେଲେ ଆଇନରେ ବ୍ୟବସ୍ଥା କରିନାହାନ୍ତି କାହିଁକି ? କଂଗ୍ରେସ ସବୁବେଳେ ଚାଷୀଙ୍କୁ ନ୍ୟାୟ ଦେବା ଲାଗି ଆଇନ କରିଆସିଛି । ଲାଲ ବାହାଦୁର ଶାସ୍ତ୍ରୀ ପ୍ରଥମେ MSP ଦେବାର ବ୍ୟବସ୍ଥା କରିଥିଲେ । ପ୍ରକୃତ ଚାଷୀକୁ ଜମିର ମାଲିକାନା ଦେବାର ବ୍ୟବସ୍ଥା କରିଥିଲା କଂଗ୍ରେସ।’

ଅନ୍ତର୍ଜାତୀୟ ଚାପ ଯୋଗୁଁ ମୋଦି ଚାଷୀ ବିରୋଧୀ ଆଇନ କରୁଛନ୍ତି । ନୂଆ ଆଇନ ଅନୁସାରେ ବିଦେଶରୁ ଚାଉଳ, ଗହମ ଆସିବ, ଦେଶରେ ଦର କମିବ । ଦର କମିଲେ ଚାଷୀ କ୍ଷତିଗ୍ରସ୍ତ ହେବ, ନିରୁତ୍ସାହିତ ହେବ ବୋଲି ଦିଗବିଜୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking