28.1 C
Bhubaneswar
Friday, April 26, 2024
Homeଓଡିଶାକଟକ ଜଗିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

କଟକ ଜଗିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

ଭୁବନେଶ୍ୱର : କଟକ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ୯ଟି ପୂଜା ମଣ୍ଡପକୁ ମୂର୍ତ୍ତି ଉଚ୍ଚତାରେ ହାଇକୋର୍ଟ ସବୁଜ ସଙ୍କେତ ମଧ୍ୟ ଦେଇସାରିଛନ୍ତି । ଦୁର୍ଗାପୂଜା ପାଇଁ ସୁରକ୍ଷାରେ ରହିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ । ୧୦୦ ଜଣ ଅଫିସର ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ । ପୂଜା ପରେ ଭସାଣୀ ପାଇଁ ୧୪ଟି ସ୍ଥାନ ଚିହ୍ନଟ ହୋଇଛି । ଏନେଇ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି । ତେବେ କରୋନା କଟକଣା ମଧ୍ୟରେ ପୂଜା କରାଯିବ । ସମସ୍ତେ ସାମାଜିକ ସୁରଟ ବଜାୟ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking