କେନ୍ଦୁଝର : କେନ୍ଦୁଝର ସଦରଥାନାର ୩ ପୋଲିସ କର୍ମଚାରୀ ସସପେଣ୍ଡ ହୋଇଛନ୍ତି । ଜଣେ ଏଏସଆଇ, ୨ ଜଣ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି । ୩ ଅଧିକାରୀଙ୍କୁ ସସପେଣ୍ଡ କଲେ କେନ୍ଦୁଝର ଏସପି । ଗ୍ୟାରେଜରେ ମିସ୍ତ୍ରୀଙ୍କୁ ମାରପିଟ ଘଟଣାରେ କାଯ୍ୟାନୁଷ୍ଠାନ ନିଆଯିବ । ଚୋରି ଘଟଣାର ତଦନ୍ତ କରିବାକୁ ଯାଇ ମାଡ କରିଥିଲେ ।