ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ।୯ରେ ବିଜେପିର ନାମାଙ୍କନ ଘୋଷଣା ହେବ । ଆସନ୍ତାକାଲି ଗଳ ପକ୍ଷରୁ ହୋଇପାରେ ପ୍ରାର୍ଥୀଙ୍କ ନାଁ ଘୋଷଣା । ସୁଜିତ କୁମାରଙ୍କ ନାଁରେ ମୋହର ମାରିପାରେ ଦଳ । ମମତାଙ୍କ ଫର୍ମୁଲାରେ ସୁଜିତ ଯାଇପାରନ୍ତି ରାଜ୍ୟସଭା ।