ଭୁବନେଶ୍ୱର : ଓଡିଶାକୁ ଆସିବେ ଆଉ ୩ ମହାବଳ ବାଘ । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଡିଆଙ୍କ ସୂଚନା ରହିଛି । ଆଉ ୩ ବାଘ ଆଣିବା ନେଇ ବିଚାର ବିମର୍ଶ ଚାଲିଛି । ଓଡିଶା ଅଣାଯାଇଥିବା ୩ ମହାବଳ ବାଘଙ୍କୁ ସେମାନଙ୍କୁ ଡ୍ୱ୍ିଗଡ ଅଭୟାରଣ୍ୟରେ ଛଡାଯିବ । ଆହୁରି କହିଛନ୍ତି ୫ ମହାବଳରୁ ଯମୁନା, ଜିନତ ଆସିସାରିଛନ୍ତି । ଏବେ ଆଉ ୩ ଆସିବେ । ଯମୁନା , ଜିନତ ଖାପ ଖୁଆଇଲା ପରେ ଆଉ ଆଣିବାକୁ ନିଷ୍ପତ୍ତି ନିଆଯିବ କହିଛନ୍ତି ମନ୍ତ୍ରୀ ।










