29.1 C
Bhubaneswar
Thursday, May 2, 2024
Homeଓଡିଶାମାଓ ହମ୍‌ଲାରେ ୩ ସିଆର୍‌ପିଏଫ୍ ଯବାନ ସହିଦ

ମାଓ ହମ୍‌ଲାରେ ୩ ସିଆର୍‌ପିଏଫ୍ ଯବାନ ସହିଦ

ନୂଆପଡ଼ା : ମାଓ ହମ୍‌ଲାରେ ୩ ସିଆର୍‌ପିଏଫ୍ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଳକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓ ହମଲା ହୋଇଥିବା ସୂଚନା ମିଳିଛି । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ଏହି ହମ୍‌ଲା ହୋଇଥିବା ଜଣାପଡ଼ିଛି । ସହିଦ ଯବାନ ହେଲେ ଶିଶୁପାଳ ସିଂ, ଶିବଲାଲ ଓ ଧର୍ମେନ୍ଦ୍ର କୁମାର ସିଂ । ଏବେ ବି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ଜଣାପଡ଼ିଛି ।

ମା’ ପେଟରେ ଛୁଆର ମୁଣ୍ଡ କାଟିଦେଲେ ଡାକ୍ତରଖାନା କର୍ମଚାରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking