ମା’ ପେଟରେ ଛୁଆର ମୁଣ୍ଡ କାଟିଦେଲେ ଡାକ୍ତରଖାନା କର୍ମଚାରୀ

ଇସ୍‌ଲାମ୍‌ବାଦ୍ : ପାକିସ୍ତାନର ସିନ୍ଧ ପ୍ରଦେଶର ଏକ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଏକ ନବଜାତ ଶିଶୁର ମୁଣ୍ଡକାଟି ମା’ ଗର୍ଭରେ ଛାଡିଦେଇଛନ୍ତି । ୩୨ ବର୍ଷୀୟ ହିନ୍ଦୁ ମହିଳାଙ୍କ ଜୀବନ ଏବେ ବିପଦରେ । ଥାପରକର ଜିଲ୍ଲାର ଦୂରଦୂରାନ୍ତ ଗାଁରୁ ଆସିଥିବା ମହିଳା ଜଣକ ଗର୍ଭଯନ୍ତ୍ରଣାକୁ ଯୋଗୁଁ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଏଠାରେ କୌଣସି ପ୍ରସୂତି ଡାକ୍ତର ନ ଥାଇ ସୁଦ୍ଧା ଅନଭିଜ୍ଞ କର୍ମଚାରୀମାନେ ମହିଳାଙ୍କର ଅସ୍ତ୍ରୋପଚାର କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଗର୍ଭବତୀ … Continue reading ମା’ ପେଟରେ ଛୁଆର ମୁଣ୍ଡ କାଟିଦେଲେ ଡାକ୍ତରଖାନା କର୍ମଚାରୀ