36.1 C
Bhubaneswar
Saturday, May 4, 2024
Homeଓଡିଶାସମୁଦ୍ରରେ ବୁଡି ୨ ପର୍ଯ୍ୟଟକ ମୃତ

ସମୁଦ୍ରରେ ବୁଡି ୨ ପର୍ଯ୍ୟଟକ ମୃତ

ପୁରୀ: ଗାଧୋଇବା ବେଳେ ସମୁଦ୍ରରେ ବୁଡି ୨ ପର୍ଯ୍ୟଟକ ମୃତ ହୋଇଥିବା ସୂଚନା । ସ୍ୱର୍ଗଦ୍ୱାର ନିକଟ ୧୩ ନଂ ସେକ୍ଟରରେ ଗାଧୋଇବା ବେଳେ ଏହିଭଳି ଅଘଟଣ ହୋଇଥିବା ସୂଚନା । ଜଣେ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହୋଇ ପୁରୀ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଛି । ସମସ୍ତ ୩ ପର୍ଯ୍ୟଟକ ପଶ୍ଚିମବଙ୍ଗରୁ ଆସିଥିବା ସୂଚନା ।

ଧର୍ମଶାଳାରେ ଭିନ୍ନକ୍ଷମ ଭୋଗୁଛନ୍ତି ଦୁର୍ଦ୍ଦଶା

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking