ଧର୍ମଶାଳାରେ ଭିନ୍ନକ୍ଷମ ଭୋଗୁଛନ୍ତି ଦୁର୍ଦ୍ଦଶା

ଯାଜପୁର:  ଯାଜପୁର ଜିଲ୍ଲାର ଧର୍ମଶାଳାରେ ନିର୍ଦ୍ଧିଷ୍ଟ ପରିବାରରଶାସନ ଚାଲେ । ଏଠାରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ପ୍ରଶାସନ ଉକ୍ତ ଅଭିଯୋଗକୁ କଳେ ବଳେ କୌଶଳେ ଚାପି ଦିଏ ।ଏହାର ଏକ ଜ୍ଜ୍ୱଳନ୍ତ ଦୃଷ୍ଟାନ୍ତ ଅଖା ଗୁଡାଇ ହୋଇ ଦୟନୀୟ ଜୀବନ ବଂଚୁଥିବା ଜଣେ ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।ଯାହା କି ଅବିବେକିତାର ସମସ୍ତ ସୀମାକୁ ଅତିକ୍ରମ କରିଥିବା ବେଳେ ମାନବୀକତାକୁ ଆନ୍ଦୋଳିତ କରିଛି ।ଏହି ବ୍ଲକର ଅଂଜିରା ପଂଚାୟତର ବ୍ରହ୍ମାନନ୍ଦ ନାୟକ ୮୮ ଭାଗ … Continue reading ଧର୍ମଶାଳାରେ ଭିନ୍ନକ୍ଷମ ଭୋଗୁଛନ୍ତି ଦୁର୍ଦ୍ଦଶା