33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗମାଲକାନଗିରି ୨ହାର୍ଡକୋର ମାଓବାଦୀ କଲେ ଆତ୍ମସମର୍ପଣ

ମାଲକାନଗିରି ୨ହାର୍ଡକୋର ମାଓବାଦୀ କଲେ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୨ଜଣ ମାଓବାଦୀ ମାଲକାନଗିରି ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।  ଦୁଇ ଜଣଙ୍କ ନାଁ ଲାକେ ପୁନେମ ଓ କାନାମାଡ଼ି ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ,  ଏରିଆ ପୁନେମଙ୍କ ନାମରେ ୨ଲକ୍ଷ ଟଙ୍କାରେ ପୁରସ୍କାର ରାଶି ରହିଥିଲା।  ଉଭୟ ଆନ୍ଧ୍ର ଓଡ଼ିଶା ବର୍ଡର ମିଲିଟାରୀ ପ୍ଲାଟୁନ୍ର ସଦସ୍ୟ ହୋଇଥିବା ମଧ୍ଯ ଜଣାପଡ଼ିଛି।  ଏଥିସହିତ ଉଭୟ ବିଭିନ୍ନ ଏନ୍କାଉର ଓ ହତ୍ୟା ଘଟଣାରେ ଜଡ଼ିତ ଥିବା ସୂଚନା ରହିଛି।

କରୋନା ଧରାଇଲା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ:କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ ଘଟାଇ ପଳାଇଥିଲା ଆବୁଧାବି

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking