କରୋନା ଧରାଇଲା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ:କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ ଘଟାଇ ପଳାଇଥିଲା ଆବୁଧାବି

କେନ୍ଦ୍ରାପଡ଼ା : କରୋନା ଧରାଇ ଦେଇଛି ବର୍ଷେ ତଳେ କେନ୍ଦ୍ରାପଡ଼ା ସହରରେ ହୋଇଥିବା ଏକ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ । ଗୁଳିକାଣ୍ଡ ଘଟାଇବା ପରେ ଏହି ଅଭିଯୁକ୍ତ ଜଣକ କେନ୍ଦ୍ରାପଡ଼ାରୁ ଫେରାର ହୋଇ ଆବୁଧାବି ପଳାଇଯାଇଥିଲା। ସେଠାରେ ସେ ଲୁଚି ରହି ଏକ ଘରୋଇ କମ୍ପାନୀରେ ଚାକିର କରୁଥିଲା। କିନ୍ତୁ କରୋନା ଯୋଗୁ କମ୍ପାନୀ ବନ୍ଦ ହୋଇଯିବାରୁ ସେ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲା। କିନ୍ତୁ ଅଭିଯୁକ୍ତ ଆବୁଧାବୀରୁ ବିମାନ େଯାଗେ ଭୁବନେଶ୍ବର ପର୍ଯ୍ୟନ୍ତ ପେରିଥିଲେ ବି … Continue reading କରୋନା ଧରାଇଲା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ:କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ ଘଟାଇ ପଳାଇଥିଲା ଆବୁଧାବି