28.1 C
Bhubaneswar
Thursday, May 2, 2024
Homeଓଡିଶାପାଣି ପାଇପ୍‌ ପକାଇବାକୁ କେନ୍ଦ୍ରକରି ତେଣ୍ଟା ମାଡ଼ : ୨ ମୃତ, ୬ଆହତ

ପାଣି ପାଇପ୍‌ ପକାଇବାକୁ କେନ୍ଦ୍ରକରି ତେଣ୍ଟା ମାଡ଼ : ୨ ମୃତ, ୬ଆହତ

ବ୍ରହ୍ମଗିରି : ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ତେଣ୍ଟା ମାଡ଼ରେ ୨ଜଣ ଜୀବନ ଯାଇଛି ବୋଲି ସୂଚନା ମିଳିଛି । ଅନ୍ୟ ୬ଜଣ ଆହତ ହୋଇ ରେବଣାନୂଆଗାଁ’ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ବ୍ରହ୍ମଗିରି ଥାନା ଡ଼ିମିରିଶେଣା ହରିଜନ ସାହିରେ ଘଟିଛି । ପାଣି ପାଇପ ପକାଇବାକୁ କେନ୍ଦ୍ରକରି ୨ପରିବାର ମଧ୍ୟରେ ଏଭଳି ଗୋଷ୍ଠୀ ସଂଘର୍ଷ ଘଟିଛି ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking