29.1 C
Bhubaneswar
Wednesday, May 1, 2024
Homeଓଡିଶାନଦୀରେ ବୁଡ଼ି ୨ ଭାଇ ନିଖୋଜ

ନଦୀରେ ବୁଡ଼ି ୨ ଭାଇ ନିଖୋଜ

ଯାଜପୁର : ଯାଜପୁର ରୋଡ୍‌ ଥାନା ଜୋକଡ଼ିଆ ଖରସ୍ରୋତା ନଦୀରେ ବୁଡ଼ି ୨ ଭାଇ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଉଛନ୍ତି ଶାଶ୍ୱତ ସ୍ୱାଇଁ (୨୪) ଓ ସ୍ୱାସ୍ତିକ ସ୍ୱାଇଁ (୨୧)। ସେମାନଙ୍କ ଘର ଫେରୋକ୍ରମ କଲୋନୀ ନିକଟସ୍ଥ ଶିବାନନ୍ଦ ନଗରରେ।
ଆଜି ଦୁଇ ଭାଇ ଗାଧୋଇବାକୁ ଯାଇଥିବାବେଳେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଯାଜପୁର ରୋଡ୍ ପୁଲିସ ଓ ଦମକଳ ବାହିନୀ ଉପସ୍ଥିତ ଅଛନ୍ତି। ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking