29.1 C
Bhubaneswar
Thursday, May 9, 2024
Homeଓଡିଶାଶିଆଳ କାମୁଡାରେ ୧୧ ଗୁରୁତର

ଶିଆଳ କାମୁଡାରେ ୧୧ ଗୁରୁତର

ଭୁୁବନେଶ୍ୱର: ବାଲେଶ୍ୱର ଜଳେଶ୍ୱରରେ ଶିଆଳ କାମୁଡାରେ ୧୧ ଜଣ ଗୁରୁତର ହୋଇପଡିଛନ୍ତି । ଭୋଗରାଇ ବ୍ଲକ ଅନ୍ତର୍ଗତ ସିଆରୋଇ ଗାଁରେ ଶିଆଳ ଆତଙ୍କ ଦେଖିବାକୁ ମିଳିଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ସ୍ଥଶନୀୟବାସୀ ଭୟଭୀତ ହୋଇପଡିଛନ୍ତି ।

ଜମ୍ମୁ-କାଶ୍ମୀରରେ ଖାଇକୁ ଖସିଲା ଗାଡ଼ି, ୪ ମୃତ; ୧୦ ଆହତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking