ଜମ୍ମୁ-କାଶ୍ମୀରରେ ଖାଇକୁ ଖସିଲା ଗାଡ଼ି, ୪ ମୃତ; ୧୦ ଆହତ

ନୂଆଦିଲ୍ଲୀ: ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲା କରନାହର ନାଭାଗାବରା ଅଞ୍ଚଳରେ ମଙ୍ଗଳବାର ଏକ ଗାଡ଼ି ହଠାତ୍ ଖାଇରେ ଖସିପଡିଛି। ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଗାଡିଟି ହଠାତ୍ ଖାଇରେ ଖସିପଡିବାରୁ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ସେ କହିଛନ୍ତି ଯେ ଗାଡିରେ ଯାତ୍ରା କରୁଥିବା ଅନ୍ୟ ୧୦ ଜଣ ମଧ୍ୟ ଏଥିରେ ଆହତ ହୋଇଛନ୍ତି। ଆହତମାନଙ୍କୁ … Continue reading ଜମ୍ମୁ-କାଶ୍ମୀରରେ ଖାଇକୁ ଖସିଲା ଗାଡ଼ି, ୪ ମୃତ; ୧୦ ଆହତ