32.1 C
Bhubaneswar
Friday, October 18, 2024
Homeଓଡିଶା୧୧ କେଭି ତାରରେ ଲାଗିଲା ମୂର୍ତ୍ତି: ଛାତ୍ର ମୃତ

୧୧ କେଭି ତାରରେ ଲାଗିଲା ମୂର୍ତ୍ତି: ଛାତ୍ର ମୃତ

ଭୁବନେଶ୍ୱର: ଗଣେଶ ପୂଜାରେ ଏକ ବଡ ଧରଣର ଅଘଟଣ ଦେଖିବାକୁ ମିଳିଥିବା ବେଳେ ଫଳରେ ଜଣେ ଛାତ୍ର ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଗଣେଶ ମୂର୍ତ୍ତି ନେଇ ଆସିଲା ବେଳେ ୧୧ କେଭି ତାରରେ ଲାଗିଥିଲା ଗଣେଶଙ୍କ ମୂର୍ତ୍ତି । ନରାଜ ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରେ ଏହିଭଳି ବଡ ଧରଣର ଅଘଟଣ ଦେଖିବାକୁ ମିଳିଥିଲା । ୨ ଛାତ୍ର, ଜଣେ ଛାତ୍ରୀ ଟ୍ରକ୍ଟରରେ ବଡ ମୂର୍ତ୍ତି ନେଇ ଆସୁଥିଲେ । ୧୧ କେଭି ତାର ଲାଗିବାରୁ ଜଣେ ଛାତ୍ର ଘଟଣାସ୍‌ଥଳରେ ମୃତ ହୋଇଥିବା ଖବର ସାମ୍ନାକୁ ଆସିଛି । ଜଣେ ଛାତ୍ରୀ ଓ ଜଣେ ଛାତ୍ର ଗୁରୁତର ଥିବାରୁ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବୈଜ୍ଞାନିକ ତଥ୍ୟ ପଠାଇଲା ଆଦିତ୍ୟ ଏଲ-୧

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking