32.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶସମନ ସତ୍ତ୍ୱେ ଇଡିରେ ହାଜର ହେଲେନି ଜ୍ୟାକଲିନ୍

ସମନ ସତ୍ତ୍ୱେ ଇଡିରେ ହାଜର ହେଲେନି ଜ୍ୟାକଲିନ୍

ନୂଆଦିଲ୍ଲୀ : ମନି ଲଣ୍ଡିରିଂ ମାମଲାରେ ସାମ୍ନାକୁ ଆସିଛି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜଙ୍କ ନାଁ । ଏନେଇ ଇଡିରେ ହାଜର ହେବାକୁ ଶୁକ୍ରବାର ଜ୍ୟାକଲିନଙ୍କୁ ସମନ ହୋଇଥିଲା । କିନ୍ତୁ ନିଜର ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଇଡି ଆଗରେ ସେ ହାଜର ହୋଇନଥିଲେ । ସେହିପରି ଶନିବାର ମଧ୍ୟ ଇଡିରେ ହାଜର ହେବା ନେଇ ସମନ ହୋଇଥିଲା କିନ୍ତୁ ଆଜି ବି ସେ ଇଡିରେ ହାଜର ହୋଇନଥିବା ଜଣାପଡିଛି । ଆଉ ଏକ ସମନ ପରେ ଖୁବ୍ ଶୀଘ୍ର ଇଡିରେ ହାଜର ହୋଇପାରନ୍ତି ଜ୍ୟାକଲିନ୍ । ସୂଚନାଯୋଗ୍ୟ, ୨୦୦ କୋଟି ଟଙ୍କା ମନି ଲାଣ୍ଡିରିଂ ମାମଲାରେ ଇଡି ପକ୍ଷରୁ ଜ୍ୟାକଲିନ୍ ଙ୍କୁ ସମନ ଜାରି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking