29.1 C
Bhubaneswar
Tuesday, April 28, 2026
Homeଦେଶ ବିଦେଶବିବାଦରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ

ବିବାଦରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ

ନୂଆଦିଲ୍ଲୀ :କମେଡି ଶୋରେ ବାପା-ମାଙ୍କ ସମ୍ପର୍କକୁ ନେଇ ଦେଇଥିବା ଅଶ୍ଲୀଳ ମନ୍ତବ୍ୟକୁ ନେଇ ସାରା ଦେଶରେ ବିବାଦ ମୁଣ୍ଡ ଟେକିଲାଣି। ମାତା ପିତା ସମ୍ପର୍କକୁ ନେଇ ରଣବୀର ଦେଇଥିବା ଏକ ବୟାନକୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ଦେଶର ଅନେକ ସ୍ଥାନରେ ରଣବୀରଙ୍କ ବିରୋଧରେ ଥାନାରେ ମାମଲା ହୋଇଛି । ଏମିତିକି ତାଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିକଟରେ ଅଭିଯୋଗ କରିଛନ୍ତି ବମ୍ବେ ହାଇକୋର୍ଟର ଆଇନଜୀବୀ । ଅନେକ ସୋସିଆଲ ମିଡିଆ ୟୁଜର୍ ରଣବୀରଙ୍କୁ ଭର୍ତ୍ସନା କରିଛନ୍ତି ।କିନ୍ତୁ ରଣବୀରଙ୍କ ଏଭଳି ବୟାନକୁ ତାଙ୍କ ଫୋଲଅର୍ସ ମଧ୍ୟ ନାପସନ୍ଦ କରିଛନ୍ତି । ରଣବୀର ଏହି ଘଟଣା ପରେ ଏକ ବିବୃତି ଜାରି କରି କହିଛନ୍ତି, ଭୁଲରେ ଏଭଳି କହିଦେଲେ ଓ ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ସେପଟେ ମୁମ୍ବାଇ ସ୍ଥିତ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ ସୋରେ ପହଞ୍ଚିଛି ମୁମ୍ବାଇ ପୋଲିସ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking