34.1 C
Bhubaneswar
Thursday, March 20, 2025
Homeଦେଶ ବିଦେଶବସକୁ ଚାପିଦେଲା ଟ୍ରକ :  ୭ ଶ୍ରଦ୍ଧାଳୁ ମୃତ

ବସକୁ ଚାପିଦେଲା ଟ୍ରକ :  ୭ ଶ୍ରଦ୍ଧାଳୁ ମୃତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ଜବଲପୁରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସକୁ ଟ୍ରକ ଚାପି ଦେବାରୁ ୭ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ ହୋଇଛି । ବସଟି ଆନ୍ଧ୍ରପ୍ରଦେଶରୁ ପ୍ରୟାଗରାଜ ମହାକୁମ୍ଭରୁ ଫେରିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାଟି ସିହୋରା ଜାତୀୟ ରାଜପଥ ୩୦ରେ ହୋଇଛିି ।ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଅଧିକାରୀ ଜିଲ୍ଲାପାଳ ଏବଂ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking