ରାଉଲକେଲା: ରାଉଲକେଲା ରେ ଗୋଷ୍ଠୀ ସଙ୍ଘର୍ଷ।ଘଟଣାରେ ଜଣେ ମୃତ ଜଣେ ଗୁରୁତର ଗୁରୁତର ଜଣଙ୍କୁ ମେଡିକାଲ୍ ରେ ଭର୍ତ୍ତି । ମୃତକ ଯୁବକ ଜଣକ ମତିଫାନ ବିନ୍ଧାଣୀ । ୬ ନମ୍ବର ସ୍କୁଲ୍ ପଡ଼ିଆ ଘଟିଛି ଘଟଣା ।ଗୋଷ୍ଟୀ ବିବାଦ କାଲି ହୋଇଥିଲା ଗୋଷ୍ଠୀ ସଙ୍ଘର୍ଷ ।ଅନ୍ୟପଟରେ ପାଳଲହଡା ପବିତ୍ରପୁର ପଞ୍ଚାୟତ ଶିବଗ୍ରାମପୁର ଛକଠାରେ ଲକ୍ଷ୍ମୀ ବସ୍ ଉପରେ ଯୁବକ ମାନଙ୍କର ଆକ୍ରମଣ । ମହିଳା କଣ୍ଡୋକ୍ଟରଙ୍କୁ ଟଣା ଉଟୁରା ଏବଂ ଯାତ୍ରୀମାନଙ୍କୁ ଆକ୍ରମଣରେ ମହିଳା କଣ୍ଡୋକ୍ଟର ସମେତ ଯାତ୍ରୀମାନେ ଆହାତ। ଘଟଣାସ୍ଥଳରେ ଉତ୍ତେଜନା ଏବଂ ପୋଲିସ ତଦନ୍ତ ଆରମ୍ଭ।










