28.1 C
Bhubaneswar
Friday, October 30, 2026
Homeଦେଶ ବିଦେଶଦୁର୍ଘଟଣାଗ୍ରସ୍ତ ବିମାନର ମିଳିଲା ସନ୍ଧାନ

ଦୁର୍ଘଟଣାଗ୍ରସ୍ତ ବିମାନର ମିଳିଲା ସନ୍ଧାନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲିରେ ହୋଇଥିବା ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ସନ୍ଧାନ ମିଳିଥିବା ନେଇ ଜଣାପଡିଛି । ବିମାନରେ ଥିବା ପାଇଲଟଙ୍କ ସମେତ ୬ ଯାତ୍ରୀଙ୍କ ପରିଚୟ ମିଳିିଛି । ପାଇଲଟଙ୍କ ନାଁ ହେଲା କ୍ୟାପଟେନ ହିମାଂଶୁ ଏବଂ ଅନ୍ୟ ୫ ଯାତ୍ରୀ ହେଉଛନ୍ତି, ପ୍ରତାପ, ଅରୁଣ, ଶଙ୍କର ଗୌଡ, ସୁଧୀର କେ ଏବଂ ଏଚଏସ ନଟରାଜ । କର୍ତ୍ତୃପକ୍ଷ ଏଯାଏଁ ଅବସ୍ଥା ନିଶ୍ଚିତ କରିନାହିଁ ।

ଚମୋଲିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking