ଚମୋଲିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଉତ୍ତରାଖଣ୍ଡ: ଚମୋଲିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଶୁକ୍ରବାର ଉତ୍ତରାଖଣ୍ଡର ଚାମୋଲିର ଜୋଶୀମଠ ସହରରେ ଟ୍ରାନ୍ସ ଭାରତ ଦ୍ୱାରା ପରିଚାଳିତ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି ଫାଟାରୁ ବଦ୍ରିନାଥ ମନ୍ଦିରକୁ ଉଡାଣ ଭରୁଥିବା ନେଇ କୁହାଯାଉଛି । ହେଲିକପ୍ଟରରେ ପାଇଲଟଙ୍କ ସମେତ ଛଅ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ତେବେ ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, ଜୋଶୀମଠ ଅଞ୍ଚଳର ହାତୀ ପାହାର ପଛରେ ଥିବା ଚାୟି ଗାଁ ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା … Continue reading ଚମୋଲିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
Copy and paste this URL into your WordPress site to embed
Copy and paste this code into your site to embed