28.1 C
Bhubaneswar
Friday, October 30, 2026
Homeଓଡିଶାରାଷ୍ଟ୍ରପତିଙ୍କ ପୁଣି ଓଡିଶା ଗସ୍ତ ବାତିଲ

ରାଷ୍ଟ୍ରପତିଙ୍କ ପୁଣି ଓଡିଶା ଗସ୍ତ ବାତିଲ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁଣି ଓଡିଶା ଗସ୍ତ ବାତିଲ । ରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ନେଇ ରାଇରଙ୍ଗପୁର ଏଡିଏମ ସୂଚନା ଦେଇଛନ୍ତି । ୩ ତାରିଖରୁ ୩ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିଲା। ପୂର୍ବରୁ ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିଲା । ବାତ୍ୟା ପାଇଁ ବାତିଲ ହୋଇଥିଲା ଓଡିଶା ଗସ୍ତ କାର୍ଯ୍ୟକ୍ରମ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking