25.1 C
Bhubaneswar
Friday, October 30, 2026
Homeଓଡିଶାଦନ୍ତାହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ

ଦନ୍ତାହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ

ଅନୁଗୋଳ: ଦନ୍ତାହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ । ମୃତ ଚାଷୀ ହେଲେ ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ବାଲିପଶି ପଞ୍ଚାୟତର ସିଦ୍ଧେଶ୍ୱର ସୁଣ୍ଡି । ଗତ ରାତିରେ ୩ଜଣ ଚାଷୀ ଧାନ ଜଗିବାକୁ ଯାଇଥିବା ସମୟରେ ତିନୋଟି ଦନ୍ତା ହାତୀ ଚାଷୀ ମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ୨ଜଣ ପ୍ରାଣ ବିକଳରେ ଦଉଡ଼ି ପଳେଇଥିବା ବେଳେ ଚାଷୀ ସିଦ୍ଧେଶ୍ୱର ସୁଣ୍ଡିଙ୍କୁ ଦନ୍ତା ହାତୀ ଦଳି ମାରିଦେଇଛି । ଖବର ପାଇ ବାରକୋଟ ରେଞ୍ଜର ଠିଆନାଳ ବନବିଭାଗ ଅଧିକାରୀ ଭୀମସେନ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ସିଦ୍ଧେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking