26.1 C
Bhubaneswar
Wednesday, October 28, 2026
Homeଓଡିଶାଗଜପତିରେ ୯୬୯.୨ମିମି ବର୍ଷା ରେକର୍ଡ: ମୋହନାରେ ସର୍ବାଧିକ

ଗଜପତିରେ ୯୬୯.୨ମିମି ବର୍ଷା ରେକର୍ଡ: ମୋହନାରେ ସର୍ବାଧିକ

ଗଜପତି: ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲାର ୮ଟି ବର୍ଷା ମାପ କେନ୍ଦ୍ରର ତଥ୍ୟ ଅନୁଯାୟୀ, ମୋଟ ୯୬୯.୨ ମିଲିମିଟର ବର୍ଷା ହୋଇଥିବା ବେଳେ ହାରାହାରି ବର୍ଷା ପରିମାଣ ୧୨୧ .୧୫ ମିଲିମିଟର ରହିଛି । ମୋହନା ବ୍ଲକରେ ସର୍ବାଧିକ ୧୮୨ .୪ ମିଲିମିଟର ବର୍ଷା ହୋଇଛି । ସେହିପରି ପାରଳାଖେମୁଣ୍ଡିରେ ୧୪୦ ମିମି, ଗୁମ୍ମାରେ ୧୩୫ ମିମି , ଗୋଷାଣୀରେ ୧୨୮ ମିମ, ରାୟଗଡାରେ ୧୦୬ .୨ ମିମି, କାଶୀନଗରରେ ୧୦୫.୮ ମିମି, ଆର ଉଦୟଗିରିରେ ୯୬.୮ ମିମି ଏବଂ ନୂଆଗଡରେ ୭୫ ମିମି ବର୍ଷା ରେକର୍ଡ ହୋଇଥିବା ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking