25.1 C
Bhubaneswar
Friday, October 30, 2026
Homeଦେଶ ବିଦେଶଚାଷୀଙ୍କ ଖାତାକୁ ଗଲା ପିଏମ- କିଷାନ ଟଙ୍କା

ଚାଷୀଙ୍କ ଖାତାକୁ ଗଲା ପିଏମ- କିଷାନ ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ ତମ କିସ୍ତି ଟଙ୍କା ପ୍ରଦାନ । ଗୁଜୁରାଟ ବନାସକାଣ୍ଠାରୁ ପିଏମ- କିଷାନ ଟଙ୍କା ଛାଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ୯.୩୪ କୋଟି ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୮, ୬୯୦ ଟଙ୍କା । ଓଡିଶାର ୩୫.୩୯ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାରେ ୭୦୭.୮୬ କୋଟି ଟଙ୍କା ଜମା ରହିଛି । ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ବା ଡିବିଟିରେ ଯୋଗ୍ୟ କୃଷକଙ୍କୁ ସହାୟତା ସହାୟତା ପ୍ରଦାନ କରାଯାଇଛି । ପୂର୍ବରୁ ୨୩ଟି କିସ୍ତି ମାଧ୍ୟମରେ ୪.୪୭ ଲକ୍ଷ କୋଟିରୁ ଅଧିକ ଟଙ୍କା ଦିଆଯାଇଛି ।]

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking