34.1 C
Bhubaneswar
Tuesday, April 29, 2025
Homeଓଡିଶାସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

କେନ୍ଦୁଝର : ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ। କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମହାଦେଈ ଯୋଡ଼ା ପଞ୍ଚାୟତ ମଦରଙ୍ଗାଯୋଡ଼ି ଗାଁର ବାସନ୍ତୀ ମୁଣ୍ଡାଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସେ ଘରେ ଶୋଇଥିବା ସମୟରେ ହଠାତ୍ ସକାଳୁ ଗୁରୁତର ହୋଇ ପଡ଼ିଥିଲେ। ଆମ୍ବୁଲାନ୍ସ ଡ଼ାକି ମେଡିକାଲ ପହଞ୍ଚୁ ପହଞ୍ଚୁ ତାଙ୍କ ମୃତ୍ୟୁ ହୋଇ ହୋଇଥିବା ସୂଚନା ମିଳିଛି।

ଶ୍ରୀମନ୍ଦିରର ଅର୍ଥ ସବ୍ କମିଟି ବୈଠକ ଶେଷ, ବଜେଟ ସମ୍ପର୍କରେ ହେଲା ଆଲୋଚନା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking