32.1 C
Bhubaneswar
Thursday, May 9, 2024
Homeଅପରାଧସାମାନ୍ୟ ବଚସାକୁ ନେଇ ଛୁରାମାଡ, କଲେଜ ଛାତ୍ର ଗୁରୁତର

ସାମାନ୍ୟ ବଚସାକୁ ନେଇ ଛୁରାମାଡ, କଲେଜ ଛାତ୍ର ଗୁରୁତର

ଭୁବନେଶ୍ୱର: ସାମାନ୍ୟ ବଚସାକୁ ନେଇ ରାଜଧାନୀରେ ଏକ ଘରୋଇ କଲେଜ ଛାତ୍ରଙ୍କୁ ଛୁରାମାଡ । ପରୀକ୍ଷା ସାରି ଫେରୁଥିବା ବେଳେ ହୋଇଛି ଛୁରାମାଡ । ଏଥିରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ବିଶ୍ୱଜିତ ସ୍ୱାଇଁ ଗୁରୁତର ହୋଇଛନ୍ତି ।

ସାମାନ୍ୟ ବଚସାକୁ ନେଇ ଚନ୍ଦନ ପଣ୍ଡା ନିଜ ସହପାଠୀ ବିଶ୍ୱଜିତ ସ୍ୱାଇଁଙ୍କୁ ଛୁରାମାଡ଼ କରିଥିଲେ । ଏଥିରେ ବିଶ୍ୱଜିତ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ଶ୍ରୀମନ୍ଦିରର ଅର୍ଥ ସବ୍ କମିଟି ବୈଠକ ଶେଷ, ବଜେଟ ସମ୍ପର୍କରେ ହେଲା ଆଲୋଚନା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking