ଶ୍ରୀମନ୍ଦିରର ଅର୍ଥ ସବ୍ କମିଟି ବୈଠକ ଶେଷ, ବଜେଟ ସମ୍ପର୍କରେ ହେଲା ଆଲୋଚନା

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଅର୍ଥ ସବ୍ କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସିଥିଲା ଅର୍ଥ ସବ କମିଟି ବୈଠକ । ଏଥିରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ବଜେଟ ସମ୍ପର୍କରେ ଆଲୋଚନା ହୋଇଛି । ଏହି ବଜେଟ ପ୍ରାୟ ୮୦ ପ୍ରତିଶତ ଠିକ୍ ରହିଥିବା କୁହାଯାଇଛି । ତେବେ କର୍ମଚାରୀ ଅଭାବ ଓ ଅନ୍ୟାନ୍ୟ କାରଣରୁ ୟୁନିଫର୍ମ ପଲିସି ଠିକ୍ … Continue reading ଶ୍ରୀମନ୍ଦିରର ଅର୍ଥ ସବ୍ କମିଟି ବୈଠକ ଶେଷ, ବଜେଟ ସମ୍ପର୍କରେ ହେଲା ଆଲୋଚନା