28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଜାଡ଼ରେ ଥରୁଛି ସାରା ଓଡ଼ିଶା ; ଆଲର୍ଟ ଜାରି କଲେ ପାଣିପାଗ ବିଭାଗ

ଜାଡ଼ରେ ଥରୁଛି ସାରା ଓଡ଼ିଶା ; ଆଲର୍ଟ ଜାରି କଲେ ପାଣିପାଗ ବିଭାଗ

ଭୁବନେଶ୍ୱର : ନୂଆବର୍ଷରେ ଶୀତର ତାପମାତ୍ରା ଆହୁରି ବଢିପାରେ । ତେବେ ଆସନ୍ତା କାଲି ଠାରୁ ଏହା ବଡିପାରେ ବୋଲି ପୁର୍ବନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ଅଭ୍ୟନ୍ତରୀଣ ଅଞ୍ଚଳ ଗୁଡ଼ିକରେ ଶୀତ ତାପମାତ୍ୟା ୩ରୁ ୪ ଡ଼ୀଗ୍ରୀ କମଳ ରହିବ । ଝାରସୁଗଡ଼ା , ସୁନ୍ଦରଗଡ଼ ,ଦେଓଗଡ଼ , ଅନୂଗୁଳ ,ବୌଦ୍ଧ ଓ କନ୍ଧମାଳ ଭଳି ଜିଲ୍ଲା ପାଇଁ ୟେଲୋ ୱାରନିଂ ଜାରି କରାଯାଇଛି । ତେବେ ଶୀତର ପ୍ରକୋପ ନେଇ ରାଜ୍ୟ ବାସୀଙ୍କୁ ଆଲର୍ଟ ହହିବା ପାଇଁ ପାଣିପାଗ ବିଭାଗ ତରଫରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking