28.1 C
Bhubaneswar
Thursday, July 10, 2025
Homeଦେଶ ବିଦେଶବଲିଉଡ ଅଭିନେତା ବିବେକ ଓବେରୟଙ୍କ ଘରେ ପୋଲିସ

ବଲିଉଡ ଅଭିନେତା ବିବେକ ଓବେରୟଙ୍କ ଘରେ ପୋଲିସ

ମୁମ୍ବାଇ : ବଲିଉଡ ଅଭିନେତା ବିବେକ ଓବେରୟଙ୍କ ଘରେ ବାଙ୍ଗାଲୁର ପୋଲିସ । ବାଙ୍ଗାଲୋର ପୋଲିସ ଅଭିନେତା ବିବେକ ଓବେରୟଙ୍କ ମୁମ୍ବାଇ ଘରେ ଚଢାଉ ଜାରି ରଖିଛି। ଡ୍ରଗ୍ସ ମାମଲାରେ ବିବେକ ଓବେରୟଙ୍କ ଭିଣୋଇ ଆଦିତ୍ୟ ଅଲଭାଙ୍କ ସମ୍ପୃକ୍ତି ଥିବାରୁ ଏହି ଚଢାଉ କରାଯାଉଛି ବୋଲି କୁହାଯାଉଛି। ଚଢାଉକୁ ନେଇ ଜଣେ ପୋଲିସ ଅଫିସର କହିଛନ୍ତି ଯେ, ‘ଆଦିତ୍ୟ ଆଲଭା ଫେରାର୍ ଅଛନ୍ତି । ବିବେକ ଓବେରୟ ତାଙ୍କ ସମ୍ପର୍କୀୟ ଓ ଆମେ ସୂଚନା ପାଇଲୁ ଯେ ଆଲଭା ତାଙ୍କ ଘରେ ଲୁଚି ରହିଛି । ଏଥିପାଈଁ କୋର୍ଟରୁ ୱାରେଣ୍ଟ ନେଇ ଆମ ବ୍ରାଞ୍ଚ ଟିମ୍ ବିବେକଙ୍କ ଘରକୁ ଯାଇଥିଲୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking