30 C
Bhubaneswar
Wednesday, June 17, 2026
Homeଓଡିଶାହୀରାକୁଦରେ ପାଣି ପଶୁଛି ଅଧିକ: ବାହାରୁଛି କମ

ହୀରାକୁଦରେ ପାଣି ପଶୁଛି ଅଧିକ: ବାହାରୁଛି କମ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବଢ଼ିବାରେ ଲାଗିଛି ଜଳସ୍ତର। ବାସ୍ତବରେ ହୀରାକୁଦକୁ ପାଣିର ପ୍ରବେଶ ଅଧିକ ଥିବାବେଳେ ନିଷ୍କାସନ କମ ରହିଛି । ତାଜା ସୂଚନା ଅନୁସାରେ ଜଳସ୍ତର ୬୦୯.୭୯ ଫୁଟ ଥିବାବେଳେ ଏହି ସମୟରେ ଜଳଭଣ୍ଡାରକୁ ୩ ଲକ୍ଷ ୪୨ ହଜାର ୪୫୩ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୩୫ ହଜାର ୬୪୯ କ୍ୟୁସେକ୍ ପାଣି ନିଷ୍କାସିତ  ଜଳଭଣ୍ଡାରରୁ ୩୫ ହଜାର ୩୫୨ କ୍ୟୁସେକ୍ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର, କେନାଲରେ ୩୨୨୩ କ୍ୟୁସେକ୍ ଏବଂ କଳକାରଖାନା ପାଇଁ ୨୩୪ କ୍ୟୁସେକ୍ ଛଡ଼ାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking