27.1 C
Bhubaneswar
Thursday, August 14, 2025
Homeଓଡିଶାଲଗାଣ ବର୍ଷାରେ ଭାଙ୍ଗିଲା ରାସ୍ତା

ଲଗାଣ ବର୍ଷାରେ ଭାଙ୍ଗିଲା ରାସ୍ତା

ଗୋପାଳପୁର : ଲଗାଣ ବର୍ଷାରେ ଗୋପାଳପୁର ଛତ୍ରପୁର ରାସ୍ତା ବିଚ୍ଛିନ୍ନ।ଗତ ତିନି ଦିନ ଲଗାଣ ବର୍ଷାରେ ଗୋପାଳପୁରଠାରୁ ଭାରତୀୟ ବିରଳ ମୂର୍ତ୍ତିକା ଯାଉଥିବା ରାସ୍ତାର ହରିପୁର ଗ୍ରାମ ନିକଟରେ ଥିବା ନୂତନ ଭାବରେ କାର୍ଯ୍ୟ ଚାଲିଥିବା ବ୍ରିଜଟି ଭାଙ୍ଗିଯିବାରୁ ସେହି ରାସ୍ତା ଦେଇ ଯିବାଆସିବା କରିଥିବା ୧୫ଗୋଟି ଗ୍ରାମ ଲୋକେ ନାହିଁନଥିବା ଅସୁବିଧର ସମ୍ମୁଖିନ ହେଉଛନ୍ତି। ତେଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମଲୋକେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking