41.3 C
Bhubaneswar
Thursday, June 4, 2026
Homeଓଡିଶାଦନ୍ତାହାତୀ ସ୍ଥାନାନ୍ତରକୁ ନେଇ ଗାଁ ଲୋକ ଓ ବନବିଭାଗ ମୁହାଁମୁହିଁ

ଦନ୍ତାହାତୀ ସ୍ଥାନାନ୍ତରକୁ ନେଇ ଗାଁ ଲୋକ ଓ ବନବିଭାଗ ମୁହାଁମୁହିଁ

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଅବକାରୀ ଥାର୍ଡ୍ ଡିଗ୍ରି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି । ଅଭିଯୋଗ ତୀବ୍ର ହେବା ପରେ ଅବକାରୀ ଏସଆଇ ଛାୟାକାନ୍ତ ନାୟକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ସୂଚନା ଅନୁସାରେ, ରାଜନଗର ଥାନା ଅଞ୍ଚଳରେ ଥିବା ଥାର୍ଡ୍ ଡିଗ୍ରି ଅଭିଯୋଗକୁ ନେଇ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ଘଟଣାରେ ସ୍ଥାନୀୟ ଯୁବକ ବିନୋଦ ଦାସଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା ।ଅଭିଯୋଗ ଅନୁଯାୟୀ, ଚୋରା ମଦ କାରବାର ଉପରେ ଚଢ଼ାଉ ସମୟରେ ଭିଡିଓ ଉତ୍ତୋଳନ କରିବାକୁ ନେଇ ଯୁବକଙ୍କୁ ଗାଡ଼ିରେ ନେଇ ନିର୍ମମ ଭାବେ ମାଡ଼ ମାରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଏହାସହ ଥାନାରେ ଦୀର୍ଘ ସମୟ ଅଟକ ରଖାଯାଇଥିବା ମଧ୍ୟ ଅଭିଯୋଗ ରହିଛି । ଏହି ମାମଲାକୁ ଗୁରୁତ୍ୱର ସହ ନେଇ ପୁଲିସ ପ୍ରଶାସନ ପକ୍ଷରୁ ଏସଆଇ ଛାୟାକାନ୍ତ ନାୟକଙ୍କ ବଦଳି ଆଦେଶ ଜାରି କରାଯାଇଛି ।  ରାଜନଗର ଥାନାରେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ଏହି ଘଟଣା ପରେ ପୁଲିସ ବିଭାଗର କାର୍ଯ୍ୟପ୍ରଣାଳୀ ଉପରେ ପୁଣିଥରେ ପ୍ରଶ୍ନ ଉଠିଛି । ଅଞ୍ଚଳରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking