29.1 C
Bhubaneswar
Tuesday, July 8, 2025
Homeଓଡିଶାକଟକ ଗସ୍ତରେ ୫ଟି ସଚିବ

କଟକ ଗସ୍ତରେ ୫ଟି ସଚିବ

କଟକ : ଆଜି କଟକ ଗସ୍ତ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିାଆନ୍ ଓ ପୂର୍ତ୍ତ ସଚିବ । କଟକରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସେମାନେ ସମୀକ୍ଷା କରିଛନ୍ତି । କଟକ ଏସସିବି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ସହ ତାଳଦଣ୍ଡା କେନାଲର ଉନ୍ନତୀକରଣ କାର୍ଯ୍ୟ ଓତାର ଉଭୟପାଶ୍ୱର୍ର ଟ୍ରାଫିକ୍ ନିୟନ୍ତ୍ରଣ, ସଫେଇ କାର୍ଯ୍ୟ ଦେଖିଛନ୍ତି । ଛତ୍ରବଜାରରୁ ଏନଏଚ ଯାଏ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ମଧ୍ୟ ସେମାନେ ଅନୁଧ୍ୟାନ କରିଛନ୍ତି । ୫ଟି ସଚିବଙ୍କ ଏହି ଗସ୍ତରେ କଟକ ଜିଲ୍ଲାପାଳ, ସିଏମସି କମିସନର ଓ କେନ୍ଦ୍ରାଞ୍ଚଳ ଆରଡିସି ଉପସ୍ଥିତ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking