38.1 C
Bhubaneswar
Friday, April 26, 2024
Homeଅପରାଧଗୁଣି ଗାରେଡି ସନ୍ଦେହରେ ହତ୍ୟା

ଗୁଣି ଗାରେଡି ସନ୍ଦେହରେ ହତ୍ୟା

ମାଲକାନଗିରି: ରାଜ୍ୟରେ ପ୍ରତିଦିନ କେଉଁଠି ନ କେଉଁଠି ଗୁଣି ଗାରେଡି ଅନ୍ଧ ବିଶ୍ୱାସକୁ ନେଇ ହତ୍ୟା ବଢି ଚାଲିଛି । ପୁଣି ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ରାଉରକେଲା ପଡିଆ ଥାନା କାଲଡାପାଲିରେ ଜଣଙ୍କୁ ଘରୁ ଡାକି ନେଇ ହତ୍ୟା କରିଥିବା ଜଣାପଡିଛି । ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେକୁ ପୋଡି ଦେଇଛନ୍ତି ଦୁର୍ବୃତ୍ତ । ଏନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିବାରୁ ପଡିଆ ଥାନା ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking