38.1 C
Bhubaneswar
Friday, April 26, 2024
Homeକରୋନାବେପରୁଆ ହୁଅନି: କେନ୍ଦ୍ର

ବେପରୁଆ ହୁଅନି: କେନ୍ଦ୍ର

ନୂଆଦିଲ୍ଲୀ: ଅନଲକ ନେଇ ସତର୍କ କରିଛନ୍ତି, ଗୃହ ସଚିବ ଅଜୟ ଭାଲା । ସବୁ ରାଜ୍ୟର ମୁଖ୍ୟ ସଚିବ ମାନଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି । ସଂକ୍ରମଣ ସାମାନ୍ୟ କମିବା ପରେ କିଛି ରାଜ୍ୟ କଟକଣା କୋହଳ କରୁଛନ୍ତି । ତେବେ କଟକଣା କୋହଳ ବେଳେ ଆଦୌ ବେପରୁଆ କେହି ନହୁଅନ୍ତୁ । କଭିଡରେ ଲଗାମ ପାଇଁ ପଂଚସୂତ୍ରୀ ଫର୍ମୁଲା କଡାକଡି ପାଳନ ପାଇଁ ସେ କହିଛନ୍ତି । କୋଭିଡ ନିୟମ ମାନିବା, ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ ଟିକାକରଣ ପାଇଁ ପରାମର୍ଶ ଦେଇଛନ୍ତି । ଯେଉଁଠି ସଂକ୍ରମଣ ନଜରକୁ ଆସୁଛି, ମାଇକ୍ରୋ କଣ୍ଟେନମେଣ୍ଟ ପାଇଁ ପରାମର୍ଶ ଦେଇଛନ୍ତି । ମାଇକ୍ରୋ କଣ୍ଟେନମେଣ୍ଟ କରି ସେଠି ସଂକ୍ରମଣ ଚେନ ଭଙ୍ଗାଯାଇପାରିବ । ଟିକାକରଣ ବି ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି ଗୃହ ସଚିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking