30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆସନ୍ତା କାଲି ସକାଳ ୧୧ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ

ଆସନ୍ତା କାଲି ସକାଳ ୧୧ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ: ମୋଦି ମନ୍ତ୍ରୀମଣ୍ଡଳର ବିସ୍ତାର ଖବର ମଧ୍ୟରେ ଆଉ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ଆସନ୍ତାକାଲି ସକାଳ ୧୧ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଡିଏ ନେଇ ବଡ ନିଷ୍ପତ୍ତି ହୋଇପାରେ । କହିରଖୁଛୁ, ମହାମାରୀ କରୋନା ଆରମ୍ଭ ହେବା ପରେ ପ୍ରାୟ ୧ ବର୍ଷ ପୂର୍ବରୁ ସେମାନଙ୍କ ମହଙ୍ଗା ଭତ୍ତା ପ୍ରଦାନ ବନ୍ଦ କରାଯାଇଥିଲା ।
ଆଉ ଏବେ ସ୍ଥିତି ଯେତେବେଳେ ଧିରେ ଧିରେ ସୁଧୁରୁଛି, ଆଶଙ୍କା କରାଯାଉଚି ଯେ, କାଲି ଏହା ଉପରେ କ୍ୟାବିନେଟ ବୈଠକରେ କିଛି ବଡ ଫଇସଲା ହୋଇପାରେ । ଏପର୍ଯ୍ୟନ୍ତ ବୈଠକ ନେଇ କୌଣସି ପ୍ରକାରର ଲିଖିତ ଭାବରେ ଏଜେଣ୍ଡା ମିଳିନାହିଁ । କେନ୍ଦ୍ର କ୍ୟାବିନେଟର ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking