25 C
Bhubaneswar
Thursday, April 23, 2026
Homeଓଡିଶାନଦୀ ପଠାରେ ଚିହ୍ନଟ ହେବ ବ୍ଲାକସ୍ପଟ:

ନଦୀ ପଠାରେ ଚିହ୍ନଟ ହେବ ବ୍ଲାକସ୍ପଟ:

 ଭୁବନେଶ୍ୱର: ନଦୀପଠାରେ ଚିହ୍ନଟ ହେବ ବ୍ଲାକସ୍ପଟ ।  ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ  ସୂଚନା ଦେଇଛନ୍ତି । କୁମ୍ଭୀର ଆକ୍ରମଣକୁ ରୋକିବାକୁ ମାଷ୍ଟର ପ୍ଲାନ। ନଦୀ ପଠାରେ ବ୍ଲାକସ୍ପଟ ଚିହ୍ନଟ ସହ ବ୍ୟାରିକେଡ ହେବ। କେନ୍ଦ୍ରାପଡା, ଜଗତସିଂହପୁରରେ ଅଧିକ ବ୍ଲାକସ୍ପଟ ଚିହ୍ନଟ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking