ଭୁବନେଶ୍ୱର: ଆସନ୍ତା ୯ରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍ । ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଲଗାଣ ବର୍ଷା ଫଳରେ ବନ୍ୟା ସ୍ଥିତି ଉପୁଜିଛି । ଯାହାକୁ ଧ୍ୟାନରେ ରଖି ହୀରାକୁଦା ପ୍ରଥମ ଗେଟ୍ ଖୋଲାଯିବାକୁ ନିଷ୍ପିତ୍ତି ନିଆଯାଇଛି ।