34 C
Bhubaneswar
Sunday, July 12, 2026
Homeଓଡିଶାବାଲୁଗାଁରେ ବୁଲୁଛି ବାଘ: ଲୋକେ ଭୟଭୀତ

ବାଲୁଗାଁରେ ବୁଲୁଛି ବାଘ: ଲୋକେ ଭୟଭୀତ

ବାଣପୁର : ଗାଁରେ ବୁଲୁଛି ବାଘ। ଗ୍ରାମବାସୀ ଭୟଭୀତ। ବାଲୁଗାଁ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ବାଲୁଗାଁ ନିକଟସ୍ଥ କିମ୍ଭିରିପଡା ନିକଟସ୍ଥ କଂସାରୀ ନଈ ପାଖରେ ବୁଲୁଛି ବାଘ। ବାଘର ଭିଡିଓ ସାମ୍ନାକୁ ଆସିଛି। ମାଆ ବାଘ ସହିତ ଦୁଇଟି ଛୁଆ ବାଘ ବୁଲୁଥିବା ସୂଚନା ମିଳିଛି। ଆଜି ସକାଳେ କଂସାରୀ ନଈ ପାଖରେ ୩ଟା ବାଘ ବୁଲୁଥିବା ଲୋକେ କହିଛନ୍ତି। ତିନିଟା ବାଘ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking