34.1 C
Bhubaneswar
Saturday, April 27, 2024
Homeଓଡିଶାସମୁଦ୍ରରେ ଭାସିଗଲେ ୨ ଜଣ ପର୍ଯ୍ୟଟକ

ସମୁଦ୍ରରେ ଭାସିଗଲେ ୨ ଜଣ ପର୍ଯ୍ୟଟକ

ଜଳେଶ୍ୱର : ଗୋଟେ ପଟେ ବାତ୍ୟା ଗୁଲାବ ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଥିବା ବେଳେ ସମୁଦ୍ର ଉତ୍ତେଜିତ ଅବସ୍ଥାରେ ରହିଛି । ଆଉ ଅନ୍ୟପଟେ ଲୋକମାନେ ବାତ୍ୟା ଆଶଙ୍କାରେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହା ଭିତରେ ଗାଧୋଇବା ବେଳେ ସମୁଦ୍ରରେ ୨ ଜଣ ପର୍ଯ୍ୟଟକ ଭାସିଯାଇଛନ୍ତି । ଭୋଗରାଇ ଥାନା ତାଳସାରୀ ନିକଟ ସମୁଦ୍ରରେ ଭାସିଯାଇଛନ୍ତି ଦୁଇ ଜଣ ପର୍ଯ୍ୟଟକ । ନିଖୋଜ ୨ ଜଣ ପର୍ଯ୍ୟଟକ ପଶ୍ଚିିମବଙ୍ଗର ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking