26.1 C
Bhubaneswar
Wednesday, March 19, 2025
Homeଅପରାଧବାରିପଦାରେ ୨ଟି ହାତୀଦାନ୍ତ ସହ ୫ଗିରଫ

ବାରିପଦାରେ ୨ଟି ହାତୀଦାନ୍ତ ସହ ୫ଗିରଫ

ବାରିପଦା:  ବାରିପଦା ରେଞ୍ଜ ଅଧିନ ବାରିପଦା-ଉଦଳା ମୁଖ୍ୟ ରାସ୍ତାର  ଟିଟିଆଛକ ନିକଟରୁ ଏକ ଅଟୋରୁ ଦୁଇଟି ହାତୀଦାନ୍ତ  ଜବତ।  ୫ଗିରଫ । ଜବତ ଏହି ହାତୀଦାନ୍ତର ଓଜନ ୭୦୦ ଏବଂ ୬୦୦ଗ୍ରାମ ହୋଇଥିବାବେଳେ ଗିରଫ ହୋଇଥିବା ୫ ଅଭିଯୁକ୍ତ କୁଣ୍ଡାବାଇ ଅଞ୍ଚଳର ଦେବେନ୍ଦ୍ର ମାହାଲି, ପଙ୍କଜ କୁମାର ମାହାଲି, ଜଗନ୍ନାଥ ସିଂ, ସୁଶାନ୍ତ ସିଂ, ବିନୁ ସିଂ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ହାତୀଦାନ୍ତ ଚୋରା ଚାଲାଣ ସମ୍ପର୍କରେ ବିଶେଷ ସୂତ୍ରରୁ ଖବରପାଇ ବନବିଭାଗ ପକ୍ଷରୁ ଆଜି ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଟିଟିଆ ଛକ ନିକଟରେ ଚେକିଂ ଆରମ୍ଭ ହୋଇଥିଲା।  ତେବେ ଚେକିଂ ସମୟରେ ଏକ ଅଟୋରେ ଅଭିଯୁକ୍ତମାନେ ହାତୀଦାନ୍ତ ନେଇ ଯାଉଥିବା ସମୟରେ ବନବିଭାଗ ଦ୍ବାରା ଧରା  ପଡିଥିଲେ ବୋଲି ସୂଚନା ଦେଇକହିଛନ୍ତି  ବାରିପଦା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀଧର ବେହେରା।
https://onakhabar.com/2020/02/14/kaptipada-annual-fauction/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking